ଖାଞ୍ଜିବା Khān̄jibā

  • ଦେ. କ୍ରି (ସଂ. ଖଚ ଧାତୁ) — ଏକ ବସ୍ତୁକୁ ଅନ୍ଯ ବସ୍ତୁର ଖାଞ୍ଜ ମଧ୍ୟରେ ପ୍ରବିଷ୍ଟ କରାଇବା — To thurst a thing into the notch or groove of another so as to fit the former into the latter