ଖାଟି Khāṭi

  • ସଂ. ବି (ଖଟ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଇ) — ଖାଟ (ଦେଖ) — Khāṭa (See)
  • ସଂ. ବି (ଖଟ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଇ) — କ୍ଷତ ଚିହ୍ନ ବା କିଣ — Scar; cicatrix
  • ସଂ. ବି (ଖଟ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଇ) — ଖାମ୍ଖେୟାଲ୍ — Caprice; whim
  • ଦେ. ବିଣ — ଖାଣ୍ଟି (ଦେଖ) — Khāṇti (See)