ଖାଡ଼ ଦେବା Khāṟḍ̠a debā

  • ଗ୍ରା. କ୍ରି — ଥଟ୍ଟାଲୋକ ଲଙ୍ଗେ ପରିହାସଛଳରେ ତାହାଙ୍କ କଥିତ ଭଲ କଥାର ପ୍ରତ୍ୟୁତ୍ତରରୂପେ ଅଶ୍ଳୀଳ ବା ଶ୍ଳେଷାର୍ଥକ କଥା କହିବା — To give a ready retort to a word uttered by an intimate friend or associate by using slang or indecent puns
  • ଗ୍ରା. କ୍ରି — [ଦ୍ର—କଥାପ୍ରସଙ୍ଗରେ ଜଣେ ଲୋକ ହଁ, ହୁଁ, ହେଁ ଆଦି କହିଲେ ଅଶ୍ଳୀଳତାପ୍ରିୟ ପରିହାସୀ ସଙ୍ଗୀ ଗୋଟାଏ ଅଶ୍ଳୀଳ ଶବ୍ଦ ସଙ୍ଗେ ଢଁ, ଢୁଁ, ଢେଁ ଲଗାଇ ଖାଡ଼ ଦିଏ।]