ଖଲାସି Khalāsi
- ବୈଦେ. ବି. (ଆ. ଖଲାଶି) — ଜାହାଜ, ଅଗ୍ନିବୋଟ, ରେଳ ଓ କେନାଲ୍ରେ ଓ ତମ୍ବୁ ଟାଣିବା ଆଦିରେ ନିଯୁକ୍ତ ନିମ୍ନତମ ଭୃତ୍ୟ; କୁଲୀ — A cooly or menial servant engaged in boats, railway etc (e.g. a sailor, a tent-pitcher)
- ବୈଦେ. ବି. (ଆ. ଖଲାଶି) — ଖଲାସ୍ (ଦେଖ) — Khalās (See)
- ପ୍ରାଦେ. (ପୁରୀ) ବି. — ଡୋରର ବିନା ସାହାଯ୍ୟରେ ସ୍ତ୍ରୀଲୋକ— ମାନଙ୍କର କେଶ ବାନ୍ଧବାର ଏକପ୍ରକାର ଖୋସା ବା ଗଣ୍ଠି — A mode of tying the hair into a knot
- ବୈଦେ. ବିଣ. — ଖଲାସ୍ (ଦେଖ) — Khalās (See)