ଖଲାସିନାଳ Khalāsināḻa

  • ଦେ. ବି — ସଫେଇ ନାଳ; ଯେଉଁ ନାଳଦ୍ୱାରା କୌଣସି ସ୍ଥାନରେ ଜମିବା ପାଣି ଖଲାସ୍ ହୁଏ ବା ବହିଯାଏ — A drainage or channel for the discharge of surplus or collected water from a place