ଖଲାସ୍ ଦେବା Khalās debā

  • ଦେ. କ୍ରି — କାରାମୁକ୍ତ କରିବା — To discharge from jail
  • ଦେ. କ୍ରି — ଦାୟିତ୍ୱରୁ ମୁକ୍ତ କରିବା — To liberate from any responsibility