ଖଲାସି ନିକାସି Khalāsi nikāsi
- ଦେ. ବି. (ଆ. ଖଲାଶି ଓ ସଂ. ନିଷ୍କାସନ; କଚିରିଆ ଭାଷା; ସହଚର) — କୌଣସି ଦାବୀ ବା ଦାୟିତ୍ୱ ଆଦିରୁ ମୁକ୍ତି ବା ସମ୍ପୂର୍ଣ୍ଣ ଅବ୍ୟାହତି — Complete release from or discharge of any claim or liability
- ଦେ. ବି. (ଆ. ଖଲାଶି ଓ ସଂ. ନିଷ୍କାସନ; କଚିରିଆ ଭାଷା; ସହଚର) — (ଯଥା—ବିକ୍ରି ସମ୍ପତ୍ତିରେ କେହି ଦାବୀଦାର ଉପସ୍ଥିତ ହେଲେ ସେଥିର ଖଲାସିନିକାସିର ଭାର ଆମ୍ଭତକ୍ ରହିଲା—କବାଲାର ଶରେତ୍।)