ଖନାବଚନ Khanābachana

  • ଦେ. ବି — ଖନାଲୋକର କଥା; ସ୍ଖଳିତବାକ୍— ବ୍ଯକ୍ତିର ଦରୋଟି କଥା — Nasal words of a stammerer
  • ଦେ. ବି — ପୁରାତନ ଖନାଋଷିଙ୍କ ପ୍ରବର୍ତ୍ତିତ ପ୍ରବାଦ ବାକ୍ୟ — The saying of the astrologer Khanā prevalent in the country