ଖନନ Khanana

  • ସଂ. ବି. (ଖନ୍ ଧାତୁ=ମାଟି ଖୋଳିବା+ଭାବ. ଅନ) — ମାଟିରେ ଗାତ ଖୋଳିବା — Act of digging
  • ସଂ. ବି. (ଖନ୍ ଧାତୁ=ମାଟି ଖୋଳିବା+ଭାବ. ଅନ) — ପୋତିବା — Burying
  • ସଂ. ବି. (ଖନ୍ ଧାତୁ=ମାଟି ଖୋଳିବା+ଭାବ. ଅନ) — ଖନିବିଦ୍ୟାବିତ୍ ବ୍ଯକ୍ତି — A mineralogist