ଖନି ମାରିବା Khani māribā
- ଦେ. ବି — ଅତ୍ୟନ୍ତ ଶୈତ୍ୟ ହେତୁ ପାଟି କୋଲ ମାରି ଯିବାରୁ ଓଠ ଲାଗିବା ଓ ପାଟିରୁ କଥା ସ୍ପଷ୍ଟ ହୋଇ ନ ବାହାରିବା — Stammering due to intense cold
- ଦେ. ବି — ଅତ୍ୟନ୍ତ ଭୟ ଯୋଗୁଁ ସ୍ପଷ୍ଟ କଥା କହିବାର ଶକ୍ତି ଲୋପ ହେବା — Stammering due to sudden fear
- ଦେ. ବି — ସ୍ୱଭାବଦୋଷରୁ ଅସ୍ପଷ୍ଟ ଉଚ୍ଚାରଣ — Constitutional inability to utter words distinctly
- ଦେ. ବି — (ଯଥା—ଶୀତରେ ତା ପାଟି ଖନି ମାରିଗଲା।)