ଖନକ Khanaka

  • ସଂ. ବି. ପୁଂ. (ଖନ ଧାତୁ=ମାଟି ଖୋଳିବା+କର୍ତ୍ତୃ. ଅକ) — ଯେ ମାଟିରେ ଗାତ ଖୋଳେ — Digger of earth; excavator
  • ସଂ. ବି. ପୁଂ. (ଖନ ଧାତୁ=ମାଟି ଖୋଳିବା+କର୍ତ୍ତୃ. ଅକ) — ଘରେ ସିନ୍ଧିଗାତ ଖୋଳି ଚୋରି କରିବା (ବ୍ଯକ୍ତି); ସିନ୍ଧିଆଳ — One who digs holes in the wall for stealing; house-breaker
  • ସଂ. ବି. ପୁଂ. (ଖନ ଧାତୁ=ମାଟି ଖୋଳିବା+କର୍ତ୍ତୃ. ଅକ) — ମୂଷା; ଗାଡ଼ୁଆ ମୂଷା; ମୂଷିକ — Rat; mouse
  • ସଂ. ବି. ପୁଂ. (ଖନ ଧାତୁ=ମାଟି ଖୋଳିବା+କର୍ତ୍ତୃ. ଅକ) — ଖଣି ଖୋଳାଳି; ଖଣି ଖୋଳିବା ବ୍ଯକ୍ତି — A miner
  • ସଂ. ବି. ପୁଂ. (ଖନ ଧାତୁ=ମାଟି ଖୋଳିବା+କର୍ତ୍ତୃ. ଅକ) — ଖଣି ଗାତ — Mine
  • ସଂ. ବି. ପୁଂ. (ଖନ ଧାତୁ=ମାଟି ଖୋଳିବା+କର୍ତ୍ତୃ. ଅକ) — ଆକରଜ୍ଞ ବ୍ଯକ୍ତି — A mineralogist