ଖଟ୍ଟିକା Khaṭṭikā

  • ସଂ. ବି (ଖଟ୍ଟ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — ଛୋଟ ଖଟ — A small bedstead
  • ସଂ. ବି (ଖଟ୍ଟ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — କୋକେଇ — A bier
  • ସଂ. ବି (ଖଟ୍ଟ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — [ଦ୍ର—ଖଟିଆ ଶଦ୍ଦ ଏହି ଶଦ୍ଦରୁ ଅପଭ୍ରଷ୍ଟ।]