ଖଟ୍ୱାଙ୍ଗ Khaṭwāṅga
- ସଂ. ବି (ଖଟ୍ୱା+ଅଙ୍ଗ) — ଖଟରଗୋଡ଼; ଖଟରଖୁରା — The foot of a bedstead
- ସଂ. ବି (ଖଟ୍ୱା+ଅଙ୍ଗ) — ମହାଦେବଙ୍କ ଅସ୍ତ୍ରବିଶେଷ — A mace-like weapon wielded by Mahādeba; a staff with a skull at the top
- ସଂ. ବି (ଖଟ୍ୱା+ଅଙ୍ଗ) — ଖଟଖୁରାପରି ଆକାରବିଶିଷ୍ଟ ମୁଦ୍ଗର — A club or mace like a bed-post
- ସଂ. ବି (ଖଟ୍ୱା+ଅଙ୍ଗ) — ପୃଷ୍ଠବଂଶ; ମେରୁହାଡ଼ — Backbone
- ସଂ. ବି (ଖଟ୍ୱା+ଅଙ୍ଗ) — ଦିଲୀପ; ସୂର୍ଯ୍ୟବଂଶୀୟ ରାଜାବିଶେଷ — Name of a king of the solar dynasty of India; king Dilīpa