ଖଟ୍ୱାଙ୍ଗଧର Khaṭwāṅgadhara

  • ସଂ. ବି.—(ଉପପଦ ସମାସ) — ମହାଦେବ — An epithet of Mahādeba (who wields a mace of that name)
  • ସଂ. ବି.—(ଉପପଦ ସମାସ) — (ଖଟ୍ୱାଙ୍ଗ ଘେନି ରାଜାଙ୍କ ଗହଣରେ ଯିବା ବ୍ଯକ୍ତି) ଚୋପଦାର୍; ଛଡ଼ିଦାର୍ — Mace-bearer; staff-bearer
  • ସଂ. ବଣ — ଖଟ୍ୱାଙ୍ଗଧାରୀ — Bearing a mace