ଖଟ୍ଟା Khaṭṭā

  • ସଂ. ବି (ଖଟ୍ଟ ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ଖଟ୍ୱା; ଖଟ; ପଲଙ୍କ — Bedstead
  • ସଂ. ବି (ଖଟ୍ଟ ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ତୃଣବିଶେଷ — A kind of grass
  • ସଂ. ବି (ଖଟ୍ଟ ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ମଡ଼ାବୁହା ଖଟ — A framework for carrying a corpse
  • ଦେ. ବି. (ସଂ. ଖଟ୍ଟ) — ଅମ୍ଳରସ — Acid taste
  • ଦେ. ବି. (ସଂ. ଖଟ୍ଟ) — ଅମ୍ଳରସଯୁକ୍ତ ଖାଦ୍ୟ — A food with acid taste
  • ଦେ. ବିଣ. — ଅମ୍ଳରସଯୁକ୍ତ — Having acid taste