ଖଚମିଛ Khachamichha

  • ଦେ. ବି. (ସହଚର ଶବ୍ଦ) [ଖଚ=ଚୁଗୁଲି=ମିଛ=ମିଥ୍ୟା ବା ଅପ୍ରକୃତ କଥା ବା ମନଗଢ଼ା କଥା] — ଅନିଷ୍ଟ କାମନାରେ କୌଣସି ଲୋକ ବିପକ୍ଷରେ ତାହାର ପ୍ରଭୁ ଆଗରେ ତା' ପରୋକ୍ଷରେ କୁହାଯିବା ସତ୍ୟ ଓ ମିଥ୍ୟା କଥାମାନ; ଚୁଗୁଲି ଓ ଦୁର୍ବାମ — True and untrue confidential reports against a person with a view to injure him backbitings
  • ଦେ. ବି. (ସହଚର ଶବ୍ଦ) [ଖଚ=ଚୁଗୁଲି=ମିଛ=ମିଥ୍ୟା ବା ଅପ୍ରକୃତ କଥା ବା ମନଗଢ଼ା କଥା] — [ଦ୍ର—ସାଧରଣତଃ ଦେଖାଯାଏ ଯେ ଖଚୁଆମାନେ ଅନ୍ଯ ବ୍ଯକ୍ତି ନାମରେ କେତେକ ସତ୍ୟ ଓ କେତେକ ମନଗଢ଼ା କଥା କହି ପ୍ରଭୁଙ୍କର ମନକୁ ବିଗାଡ଼ି ଦିଅନ୍ତି।]