ଖଚଡ଼ାଙ୍ଗୀ Khachaṟḍ̠āṅgi

  • ଗ୍ରା. ବିଣ — ବଗୁଲିଆ ପଣିଆଁ; ଦୁଷ୍ଟାମି — Wickedness
  • ଗ୍ରା. ବିଣ — ଛୋକାରିଆ ପଣିଆ — Indecency
  • ଗ୍ରା. ବିଣ — ମନ୍ଦ ଆଚରଣ; ନଷ୍ଟ ଚରିତ୍ର — Immoral conduct
  • ଗ୍ରା. ବିଣ — ବ୍ୟଭିଚାର — Adultery