ଖଚର Khachara

  • ସଂ. ବିଣ. ପୁଂ. (ଖ=ଆକାଶ+ଚର ଧାତୁ+କର୍ତ୍ତୃ. ଅ; ଏ ଶବ୍ଦର ଅନ୍ଯ ରୂପ ଖେଚର) — ଆକାଶଚାରୀ — Moving in the sky
  • ସଂ. ବିଣ. ପୁଂ. (ଖ=ଆକାଶ+ଚର ଧାତୁ+କର୍ତ୍ତୃ. ଅ; ଏ ଶବ୍ଦର ଅନ୍ଯ ରୂପ ଖେଚର) — ଉଡ଼ୁଥିବା — Flying
  • ସଂ. ବି. ପୁଂ — ଖଗ (ଦେଖ) — Khaga (See)
  • ସଂ. ବି. ପୁଂ — ରାକ୍ଷସ — Demon
  • ସଂ. ବି. ପୁଂ — ଭୂତ — Aerial spirits
  • ସଂ. ବି. ପୁଂ — ଗନ୍ଧର୍ବ; ବିଦ୍ୟାଧର — Aerial beings
  • ସଂ. ବି. ପୁଂ — ପାରଦ — Quicksilver
  • ସଂ. ବି. ପୁଂ — ଜ୍ୟୋତିଷୋକ୍ତ ରାଶି — Sign of the Zodiac
  • ସଂ. ବି. ପୁଂ — ରୂପକ ତାଳବିଶେଷ — A kind of measure in music
  • ଦେ. ବି — ଅଶ୍ୱତର; ଖରଡ଼ — Mule