ଖଚିତ Khachita
- ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) — ଜଡ଼ିତ; ରଚିତ — Studded; set
- ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) — ମିଶ୍ରିତ; କରମ୍ବିତ — Mixed; combined with (M.W.)
- ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) — ବ୍ୟାପ୍ତ — Spread
- ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) — ଅନ୍ତର୍ନିହିତ; ମଝିରେ ବସା ଯାଇଥିବା — Inlaid
- ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) — ବଦ୍ଧ — Bound
- ସଂ. ବିଣ. (ଖଚ୍ ଧାତୁ=ଯୁକ୍ତ ହେବା+କର୍ମ. ତ) — ରଞ୍ଜିତ — Adorned