ଖଗା Khagā

  • ଦେ. ବିଣ. — ନିର୍ବୁଦ୍ଧିଆ — Stupid; not intelligent
  • ଦେ. ବି. — ଯେଉଁ ଛାତ୍ର ଭଲରୂପେ ପଢ଼ା କରେ ନାହିଁ — A dunce; a dullard; blockhead