ଖଗଲା Khagalā

  • ପ୍ରାଦେ. (ଗଡ଼ଜାତ) ବିଣ. — ହସୁରା — Addicted to laughter
  • ପ୍ରାଦେ. (ସମ୍ବଲପୁର) ବି. — ଗଳାର ହଂସୁଲି ପରି ଅଳଙ୍କାର— ବିଶେଷ (ଗୋପୀନାଥ ନନ୍ଦ) — A silver ornament worn round the neck