କ୍ଷୟିତ Kshayita

  • ସଂ. ବିଣ (କ୍ଷୟ+ଯୁକ୍ତାର୍ଥ. ଇତ) — କ୍ଷୀଣତାପ୍ରାପ୍ତ — Worne out; weakened
  • ସଂ. ବିଣ (କ୍ଷୟ+ଯୁକ୍ତାର୍ଥ. ଇତ) — ହ୍ରାସପ୍ରାପ୍ତ — Diminished
  • ସଂ. ବିଣ (କ୍ଷୟ+ଯୁକ୍ତାର୍ଥ. ଇତ) — ବିନାଶପ୍ରାପ୍ତ — Destroyed