କ୍ଷୟୀ Kshayī

  • ସଂ. ବିଣ. ପୁଂ (କ୍ଷୟ+ଇନ୍; 1 ମା. 1 ବ) — କ୍ଷୟ ହେଉଥିବା — Declining; perishing; waning
  • ସଂ. ବିଣ. ପୁଂ (କ୍ଷୟ+ଇନ୍; 1 ମା. 1 ବ) — କ୍ଷୟଶୀଳ — Fragile; perishable
  • ସଂ. ବିଣ. ପୁଂ (କ୍ଷୟ+ଇନ୍; 1 ମା. 1 ବ) — କ୍ଷୟରୋଗୀ — Consumptive
  • ସଂ. ବି — ଚନ୍ଦ୍ର — The moon