କ୍ଷୟପକ୍ଷ Kshayapaksha

  • ସଂ. ବି. (ମଧ୍ୟପଦଲୋପୀ; କ୍ଷୟଯୁକ୍ତ ପକ୍ଷ) — ଚନ୍ଦ୍ରଙ୍କ କଳା ହ୍ରାସ ହେବାର ପକ୍ଷ; କୃଷ୍ଣପକ୍ଷ — The dark fortnight of the month when the moon is on the wane