କ୍ଷୁରୀ Kshurī

  • ସଂ. ବି (କ୍ଷୁର+କ୍ଷୁଦ୍ରାର୍ଥେ. ଈ) — ଛୁରି — Knife
  • ସଂ. ବି (କ୍ଷୁର+କ୍ଷୁଦ୍ରାର୍ଥେ. ଈ) — ଛୋରା — A Dagger
  • ସଂ. ବି (କ୍ଷୁର+କ୍ଷୁଦ୍ରାର୍ଥେ. ଈ) — (କ୍ଷୁର+ଇନ୍; 1 ମା. 1 ବ)—ଭଣ୍ଡାରି — (କ୍ଷୁର+ଇନ୍;1ମା.1ବ)—ଭଣ୍ଡାରି— . Barber
  • ସଂ. ବି (କ୍ଷୁର+କ୍ଷୁଦ୍ରାର୍ଥେ. ଈ) — ଖୁରାଯୁକ୍ତ ପଶୁ — Hoofed animal