କ୍ଷୁରପ୍ର Kshurapra

  • ସଂ. ବି (କ୍ଷୁର+ପୃ ଧାତୁ+ଅ) — ଅର୍ଦ୍ଧଚନ୍ଦ୍ରାକୃତି ବାଣବିଶେଷ — A sharp-edged crescent-shaped arrow-head
  • ସଂ. ବି (କ୍ଷୁର+ପୃ ଧାତୁ+ଅ) — ଖୁରୁପି — A grass-scraper
  • ସଂ. ବି (କ୍ଷୁର+ପୃ ଧାତୁ+ଅ) — ଦାଢ଼ୁଆ ଛୁରି — A sharp knife
  • ସଂ. ବି (କ୍ଷୁର+ପୃ ଧାତୁ+ଅ) — ଦାଢ଼ୁଆ ବାଣ — Sharp-edged arrow
  • ସଂ. ବିଣ — ଖୁର ପରି ଦାଢ଼ୁଆ — Sharp-edged like a razor. (M.W.)