କ୍ଷୁରିକା Kshurikā

  • ସଂ. ବି. (କ୍ଷୁର+କ+କ୍ଷୁଦ୍ରାର୍ଥେ. ଆ) — ସାନ ଛୁରି — A small knife
  • ସଂ. ବି. (କ୍ଷୁର+କ+କ୍ଷୁଦ୍ରାର୍ଥେ. ଆ) — ଛୋରା — A dagger