କ୍ଷୁରଧାର Kshuradhāra
- ସଂ. ବି ( 6 ଷ୍ଠୀ ତତ୍; କ୍ଷୁର+ଧାର) — ଖୁରର ଦାଢ଼ — Keen edge of a razor
- ଦେ. ବି (ଲକ୍ଷଣାର୍ଥ) — ମନେ ମନେ ପରର ଅନିଷ୍ଟ ଚିନ୍ତା — Mental thoughts for injuring others
- ଦେ. ବିଣ — ଖୁର ପରି ଦାଢ଼ୁଆ — Sharp like a razor
- ଦେ. ବିଣ — ହୃଦୟ କ୍ଷୁରଧାର, ମୁଖେ ଭାଷ ମଧୁର—ସଙ୍ଗୀତ।