କ୍ଷିପ Kshipa
- ସଂ. ବି. (କ୍ଷିପ ଧାତୁ+ଭାବ. ଅ) — ଫୋପାଡ଼ିବା; ପକାଇବା; ଫିଙ୍ଗା — Throwing
- ସଂ. ବି. (କ୍ଷିପ ଧାତୁ+ଭାବ. ଅ) — ଆଘାତ କରିବା — Hitting; striking
- ସଂ. ବି. (କ୍ଷିପ ଧାତୁ+ଭାବ. ଅ) — ଅପମାନ ଦେବା — Insulting
- ଦେ. ବି. (ସଂ. କ୍ଷିବ ଧାତୁ) — ପାନପିକ; ଛେପ; ଛାପ; ଥୁକ — Spittle