କ୍ଷିପକ Kshipaka

  • ସଂ. ବି. (କ୍ଷିପ ଧାତୁ+କର୍ତ୍ତୃ. ଅକ) — ଧାନୁଷ୍କ — An archer
  • ସଂ. ବି. (କ୍ଷିପ ଧାତୁ+କର୍ତ୍ତୃ. ଅକ) — ଯୋଦ୍ଧା — Warrior