କ୍ଷିଦ୍ର Kshidra
- ସଂ. ବି. (କ୍ଷିଦ୍ ଧାତୁ+ର) — ରୋଗ — Disease
- ସଂ. ବି. (କ୍ଷିଦ୍ ଧାତୁ+ର) — ସୂର୍ଯ୍ୟ — The sun
- ସଂ. ବି. (କ୍ଷିଦ୍ ଧାତୁ+ର) — ଶୃଙ୍ଗ — Horn (Apte)
- ଗ୍ରା. ବିଣ. (ସଂ. କ୍ଷୁଦ୍ର) — କ୍ଷୁଦ୍ର; ଅତି ଛୋଟ — Very small; insignificant
- ଗ୍ରା. ବିଣ. (ସଂ. କ୍ଷୁଦ୍ର) — ନୀଚ ବୁଦ୍ଧିରୁ ଉତ୍ପନ୍ନ ବା କଳ୍ପିତ (ବାକ୍ୟ ବା କର୍ମ) — (words or acts) Resulting from a mean mentality