କ୍ଷିପଣି Kshipaṇi

  • ସଂ. ବି. (କ୍ଷିପ ଧାତୁ=ପିଙ୍ଗିବା+କର୍ମ. ଅନ+ଇ) — ଗୁଳି; ଗୋଲା — A missile
  • ସଂ. ବି. (କ୍ଷିପ ଧାତୁ=ପିଙ୍ଗିବା+କର୍ମ. ଅନ+ଇ) — ଟୋକା; ବାଟୁଳି ଆଦି ଯନ୍ତ୍ର — A projectile
  • ସଂ. ବି. (କ୍ଷିପ ଧାତୁ=ପିଙ୍ଗିବା+କର୍ମ. ଅନ+ଇ) — ଆହୁଲା — Oar
  • ସଂ. ବି. (କ୍ଷିପ ଧାତୁ=ପିଙ୍ଗିବା+କର୍ମ. ଅନ+ଇ) — ଜାଲ — A net
  • ସଂ. ବି. (କ୍ଷିପ ଧାତୁ=ପିଙ୍ଗିବା+କର୍ମ. ଅନ+ଇ) — ଅସ୍ତ୍ର — A weapon