କୋଷପାନ Koshapāna
- ସଂ. ବି — ପ୍ରାଚୀନକାଳରେ ଅଭିଯୁକ୍ତ ବ୍ଯକ୍ତିର ପରୀକ୍ଷାବିଧି— ବିଶେଷ — A kind of ordeal for testing an accused in ancient times
- ସଂ. ବି — [ଦ୍ର—ଏଥିରେ ଅଭିଯୁକ୍ତ ବ୍ଯକ୍ତି ଏକଦିନ ଉପବାସ କରିବା ପରେ ପରୀକ୍ଷା ସମୟରେ ଜଣ କେତେ ପ୍ରତିଷ୍ଠିତ ବ୍ଯକ୍ତିଙ୍କ ସମ୍ମୁଖରେ ତିନି ପୋଷ ଜଳ ପିଉଥିଲା—ହି. ଶବ୍ଦସାଗର।]