କୋଷଶାୟିକା Koshaṡāyikā

  • ସଂ. ବି. (କୋଷ+ଶୀ ଧାତୁ+ କର୍ତ୍ତୃ. ଅକ+ ସ୍ତ୍ରୀ. ଆ, ଯାହାର ଫଲା ଖୋଳି ଭିତରେ ଶୁଏ ବା ରହେ — ଯେଉଁ ଛୁରି ମେଲା ହୁଏ ଓ ବନ୍ଦ ହୁଏ; ଖିଲିକାତି — Clasp-knife
  • ସଂ. ବି. (କୋଷ+ଶୀ ଧାତୁ+ କର୍ତ୍ତୃ. ଅକ+ ସ୍ତ୍ରୀ. ଆ, ଯାହାର ଫଲା ଖୋଳି ଭିତରେ ଶୁଏ ବା ରହେ — ଖୋଳରେ ଥିବା ଛୁରି — A knife kept inside a sheath