କୋଷପେଟକ Koshapeṭaka

  • ସଂ. ବି (ଅଭେଦେ 6 ଷ୍ଠୀ ତତ୍; କୋଷ+ପେଟକ) — ଧନ ରଖାଯିବାର ସିନ୍ଦୁକ ବା ପେଡ଼ି — Coffer; treasure-chest