କୋଷକାରୀ Koshakārī
- ସଂ. ବିଣ (କୋଷ+କୃ+କର୍ତ୍ତୃ. ଇନ୍; 1 ମା. 1 ବ) — ଖୋଷା ବା ଗୋଟୀ ତିଆରିକରି ତହିଁ ଭିତରେ ରହୁଥିବା ପୋକ — (insect) which prepares a cocoon to live in
- ସଂ. ବିଣ (କୋଷ+କୃ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେସନେ କୀଟ କୋଷକାରୀ କୀଟକ କୋଷା ଏକ କରି। ଭୂପତି, ପ୍ରେମପଞ୍ଚାମୃତ।