କୋଳାଇବା Koḻāibā

  • ଦେ. କ୍ରି. (ସଂ. କୋଲ) — କୋଳାଗ୍ରତ କରିବା; ଆଲିଙ୍ଗନ କରିବା; କ୍ରୋଡ଼ ମଧ୍ୟକୁ ନେବା — To embrace; to take in to one's lap