କୋଳାହଳ Koḻāhaḻa

  • ସଂ. ବି. (କୋଳ=ରାଶି, ଏକାଭାବ+ଆ+ହଳ୍ ଧାତୁ= ଭେଦ କରିବା+କର୍ମ. ଅ) — ଉଚ୍ଚ କଳକଳ ଶବ୍ଦ — Loud confused sound; uproar
  • ସଂ. ବି. (କୋଳ=ରାଶି, ଏକାଭାବ+ଆ+ହଳ୍ ଧାତୁ= ଭେଦ କରିବା+କର୍ମ. ଅ) — ଗୋଳମାଳ — Confused noise or sound
  • ସଂ. ବି. (କୋଳ=ରାଶି, ଏକାଭାବ+ଆ+ହଳ୍ ଧାତୁ= ଭେଦ କରିବା+କର୍ମ. ଅ) — ଗୋଳଚହଳ; ଘୋଘା — Great noise; clamour
  • ସଂ. ବି. (କୋଳ=ରାଶି, ଏକାଭାବ+ଆ+ହଳ୍ ଧାତୁ= ଭେଦ କରିବା+କର୍ମ. ଅ) — ଗୋଳ; ଦଙ୍ଗା — Riot
  • ସଂ. ବି. (କୋଳ=ରାଶି, ଏକାଭାବ+ଆ+ହଳ୍ ଧାତୁ= ଭେଦ କରିବା+କର୍ମ. ଅ) — ପୌରାଣିକ ପର୍ବତବିଶେଷ — Name of a mythological mountain
  • ଦେ. ବି. — ବହୁଲୋକଙ୍କ କ୍ରନ୍ଦନଜନିତ ରୋଳ — A noise rising from the loud wailing of many persons