କୋଳାକୋଳି Koḻākoḻi

  • ଦେ. ବି—(ସଂ. କ୍ରୋଡ଼) — ପରସ୍ପର ଆଲିଙ୍ଗନ — Mutual embrace
  • ଦେ. ବିଣ. — ପରସ୍ପର ଆଲିଙ୍ଗିତ ହୋଇଥିବା — Locked in each other's embrace
  • ଦେ. ବିଣ. — ବାନ୍ଧ ଗଙ୍ଗା ଛବି ଲଭେ କୋଳାକୋଳି ହୋଇ। ଭଞ୍ଜ, ବୈଦେହୀଶବିଳାସ।