କୋଳାଞ୍ଚ Koḻān̄cha

  • ସଂ. ବି. — ଭାରତର ପ୍ରାଚୀନ ଦେଶବିଶେଷ — A name of a country in ancient India
  • ସଂ. ବି. — [ଦ୍ର—ଉତ୍କଳର ଅନେକ ସ୍ଥାନରୁ ମିଳୁଥିବା ତାମ୍ରପଟ୍ଟମାନଙ୍କରେ 'କୋଳାଞ୍ଚ'ରୁ ବ୍ରାହ୍ମଣମାନେ ଆସି ଓଡ଼ିଶାରେ ବସତି କରିଥିବାର ଉଲ୍ଲେଖ ଅଛି।]