କୋପାନଳ Kopānaḻa

  • ଦେ. ବି (ରୂପକ କର୍ମଧା; କୋପ+ଅନଳ, କୋପ ହିଁ ଅନଳ) — Fire of anger
  • ଗ୍ରା (ପ୍ରାଚୀନ ପଦ୍ଯ) ବିଣ. — ରାଗାନ୍ୱିତ; କ୍ରୁଦ୍ଧ — Angry; furious
  • ଗ୍ରା (ପ୍ରାଚୀନ ପଦ୍ଯ) ବିଣ. — ଭୟେ ଭାଙ୍ଗିଲେ ହସ୍ତି ବଳ, ଦେଖି ଅସୁର କୋପାନଳ— ଜଗନ୍ନାଥ, ଭାଗବତ।