କୋପୟିଷ୍ଣୁ Kopayishṇu

  • ସଂ. ବିଣ (କୁପ ଧାତୁ+ ଶିଚ୍+କର୍ତ୍ତୃ. ଇଷ୍ଣୁ) — ରଗେଇବାକୁ ଇଚ୍ଛା କରୁଥିବା; କୋପକାରକ — Intending to irritate