କୋପଭର Kopabhara

  • ସଂ. ବିଣ—(କୋପ+ ଭୃ ଧାତୁ+କର୍ତ୍ତୃ. ଅ) — କ୍ରୁଦ୍ଧ; କୋପାନ୍ୱିତ — Angry; wrrathful
  • ସଂ. ବିଣ—(କୋପ+ ଭୃ ଧାତୁ+କର୍ତ୍ତୃ. ଅ) — ଯହୁଁ କାଟିଲେ ରାମଶର, ଦେଖି ଲକ୍ଷ୍ମଣ କୋପଭର— ବିଶ୍ୱନାଥ, ବିଚିତ୍ର ରାମାୟଣ।