କୋପିତ Kopitā

  • ସଂ. ବିଣ (କୁପ୍ ଧାତୁ; ଣିଜନ୍ତ=କୋପି ଧାତୁ+କର୍ମ. ତ) — ରାଗି ଯାଇଥିବା; କ୍ରୋଧିତ; ଯାହାକୁ କେହି ରଗାଇ ଅଛି — Irritated; enraged
  • ସଂ. ବିଣ (କୁପ୍ ଧାତୁ; ଣିଜନ୍ତ=କୋପି ଧାତୁ+କର୍ମ. ତ) — କ୍ରୋଧମୟ — Angry; passionate
  • ସଂ. ବିଣ (କୁପ୍ ଧାତୁ; ଣିଜନ୍ତ=କୋପି ଧାତୁ+କର୍ମ. ତ) — ସେହିକାଳେ ନୃପଙ୍କ କ୍ରୋଧିତ ବଚନ ସାଗର ଧ୍ୱନିକି ମଣିଲା ଶୁଣି କାନ—କୃଷ୍ଣସିଂହ, ମହାଭରତ, ସଭା।