କୋଣକୁଣ Koṇakuṇa

  • ସଂ. ବି. (କୋଣ+କୁଣ ଧାତୁ+କର୍ତ୍ତୃ. ଅ) — ଛାରପୋକ; ଓଡ଼ଶ — A bug
  • ସଂ. ବି. (କୋଣ+କୁଣ ଧାତୁ+କର୍ତ୍ତୃ. ଅ) — ଉକୁଣି; କେଶକୀଟ — Louse