କୋଣକାଣ୍ଡ Koṇakāṇḍa

  • ଦେ. ବି. (ସଂ. କୋଣ+ଓ. କାଣ୍ଡ) — ମଉଡ଼ଘରେ ଚାଳର କୋଣରେ ଥିବା କାଠ ବା ବାଉଁଶର କାଣ୍ଡ — A large bamboo or wooden pole laid at the corner of the thatch of a square-thatched house; corner-plate of a thatch