କୋଣାକୋଣି Koṇākoṇi

  • ସଂ. ଅ. (କୋଣ+କୋଣ+ଇ) — କୌଣସି ବସ୍ତୁର ଏକ କୋଣରୁ ଅନ୍ଯ କୋଣ ପର୍ଯ୍ୟନ୍ତ — From angle to angle
  • ସଂ. ଅ. (କୋଣ+କୋଣ+ଇ) — କଣବାଗରେ — Cornerwise
  • ସଂ. ଅ. (କୋଣ+କୋଣ+ଇ) — କର୍ଣ୍ଣବାଗରେ — Diagonally