କୋଣ Koṇa
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — କୌଣସି ବସ୍ତୁର ଦୁଇ ପାଖର ଯୋଡ଼ ସ୍ଥାନ — Corner
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — ପଦ ନଖ କୋଣ କଣକୁ ରସବତୀ ମଣି ପଣକୁ, ସାଧାରଣେତର ଗୁଣକୁ ବରନି ପାରିବେ ନାହିଁ ଉଶନା। କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — (ଜ୍ୟାମିତି) ଦୁଇ ଅସମାନ୍ତର ରେଖା ମିଳିତ ହେବାର ବିନ୍ଦୁ — (Geometry) Angle
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — [ଦ୍ର—ଦୁଇଟି ଅସମାନ୍ତର ରେଖା ଭିନ୍ନ ଭିନ୍ନ ସ୍ଥାନରୁ ଏକଦିଗକୁ ଗତି କରୁ କରୁ ଯେଉଁଠାରେ ମିଳିତ ହୁଅନ୍ତି ସେହି ଅବନତିକୁ କୋଣ ବୋଲାଯାଏ। ଜ୍ୟାମିତିକ ଭାଷାରେ ଦୁଇ ରେଖାର ବିପରୀତ ବିନ୍ଦୁ ଦ୍ୱୟରେ ଓ ମିଳନ ବିନ୍ଦୁରେ ତିନୋଟି ଅକ୍ଷର ଦେଇ ଉକ୍ତ ତିନି ଅକ୍ଷର ଦ୍ୱାରା କୋଣ ଚିହ୍ନିତ କରାଯାଏ, ଯଥା—<କ ଖ ଗ। ଏଠାରେ ଖ ଅକ୍ଷରଠାରେ କୋଣ ଅବସ୍ଥିତ। ଦୁଇଟି ଅସମାନ୍ତର ରେଖା ମିଳିଗଲା ପରେ ସେ ଦୁହିଁଙ୍କୁ ବିପରୀତ ଦିଗକୁ ବଢ଼ାଇଲେ ମିଳନ ବିନ୍ଦୁର ଚତୁର୍ଦ୍ଦିଗରେ ସର୍ବସୁଦ୍ଧା ଚାରୋଟି ସମକୋଣ ବା 4 x 90 = 360 ଡିଗ୍ରୀ ହୁଏ। କୋଣମାନ ତିନି ପ୍ରକାର। ଗୋଟିଏ ରେଖା ଅନ୍ଯ ରେଖାକୁ ସିଧା ଲମ୍ବଭାବରେ କାଟିଲେ କେନ୍ଦ୍ର ସ୍ଥଳରେ ଚାରୋଟି ସମକୋଣ ହୁଏ; ଯଥା +; ରେଖା ଦ୍ୱୟ ପରସ୍ପରକୁ ତେରଛେଇ କରି କାଟିଲେ ଯୋଡ଼ିଏ ବିପରୀତ ଦିଗରେ ସୂକ୍ଷ୍ମକୋଣ ହୁଏ ଓ ଦୁଇଟି ବିପରୀତ ଦିଗରେ ସ୍ଥୂଳ କୋଣ ହୁଏ। ସୂକ୍ଷ୍ମକୋଣ ସମକୋଣଠାରୁ କ୍ଷୁଦ୍ର; ସ୍ଥୂଳକୋଣ ସମକୋଣଠାରୁ ବଡ଼। ସମକୋଣର ପରିମାଣ 90 ଡ଼ିଗ୍ରୀ।] — [ଦ୍ର—ଦୁଇଟି ଅସମାନ୍ତର ରେଖା ଭିନ୍ନ ଭିନ୍ନ ସ୍ଥାନରୁ ଏକଦିଗକୁ ଗତି କରୁ କରୁ ଯେଉଁଠାରେ ମିଳିତ ହୁଅନ୍ତି ସେହି ଅବନତିକୁ କୋଣ ବୋଲାଯାଏ ଜ୍ୟାମିତିକ ଭାଷାରେ ଦୁଇ ରେଖାର ବିପରୀତ ବିନ୍ଦୁ ଦ୍ୱୟରେ ଓ ମିଳନ ବିନ୍ଦୁରେ ତିନୋଟି ଅକ୍ଷର ଦେଇ ଉକ୍ତ ତିନି ଅକ୍ଷର ଦ୍ୱାରା କୋଣ ଚିହ୍ନିତ କରାଯାଏ, ଯଥା—<କ ଖ ଗ ଏଠାରେ ଖ ଅକ୍ଷରଠାରେ କୋଣ ଅବସ୍ଥିତ ଦୁଇଟି ଅସମାନ୍ତର ରେଖା ମିଳିଗଲା ପରେ ସେ ଦୁହିଁଙ୍କୁ ବିପରୀତ ଦିଗକୁ ବଢ଼ାଇଲେ ମିଳନ ବିନ୍ଦୁର ଚତୁର୍ଦ୍ଦିଗରେ ସର୍ବସୁଦ୍ଧା ଚାରୋଟି ସମକୋଣ ବା4x90=360ଡିଗ୍ରୀ ହୁଏ କୋଣମାନ ତିନି ପ୍ରକାର ଗୋଟିଏ ରେଖା ଅନ୍ଯ ରେଖାକୁ ସିଧା ଲମ୍ବଭାବରେ କାଟିଲେ କେନ୍ଦ୍ର ସ୍ଥଳରେ ଚାରୋଟି ସମକୋଣ ହୁଏ; ଯଥା +; ରେଖା ଦ୍ୱୟ ପରସ୍ପରକୁ ତେରଛେଇ କରି କାଟିଲେ ଯୋଡ଼ିଏ ବିପରୀତ ଦିଗରେ ସୂକ୍ଷ୍ମକୋଣ ହୁଏ ଓ ଦୁଇଟି ବିପରୀତ ଦିଗରେ ସ୍ଥୂଳ କୋଣ ହୁଏ ସୂକ୍ଷ୍ମକୋଣ ସମକୋଣଠାରୁ କ୍ଷୁଦ୍ର; ସ୍ଥୂଳକୋଣ ସମକୋଣଠାରୁ ବଡ଼ ସମକୋଣର ପରିମାଣ90ଡ଼ିଗ୍ରୀ]
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — ଜଗତରେ ଚାରି କୋଣ (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ) ର ମଧ୍ୟବର୍ତ୍ତୀ ଦିଗ; ବିଦିଗ — The intermediate points of the compass
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — [ଦ୍ର—କୋଣ ବା ବିଦିଗ ଚାରୋଟି; ଯଥା— 1 ପୂର୍ବଦିଗ ଓ ଦକ୍ଷିଣଦିଗର ମଧ୍ୟରେ ଅଗ୍ନିକୋଣ; 2 . ଦକ୍ଷିଣ ଓ ପଶ୍ଚିମ ମଧ୍ୟରେ ନୌର୍ଋତ କୋଣ; 3 . ପଶ୍ଚିମ ଓ ଉତ୍ତର ମଧ୍ୟରେ ବାୟୁ କୋଣ; 4 . ଉତ୍ତର ଓ ପୂର୍ବ ମଧ୍ୟରେ ଈଶାନ କୋଣ।] — [ଦ୍ର—କୋଣ ବା ବିଦିଗ ଚାରୋଟି; ଯଥା—1ପୂର୍ବଦିଗ ଓ ଦକ୍ଷିଣଦିଗର ମଧ୍ୟରେ ଅଗ୍ନିକୋଣ;2. ଦକ୍ଷିଣ ଓ ପଶ୍ଚିମ ମଧ୍ୟରେ ନୌର୍ଋତ କୋଣ;3. ପଶ୍ଚିମ ଓ ଉତ୍ତର ମଧ୍ୟରେ ବାୟୁ କୋଣ;4. ଉତ୍ତର ଓ ପୂର୍ବ ମଧ୍ୟରେ ଈଶାନ କୋଣ]
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — (+ କରଣ. ଅ) ଅସ୍ତ୍ରର ଦାଢ଼ — The edge of a weapon or instrument
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — ବାଡ଼ି; ଲଗୁଡ଼ — Stick; cudgel; club
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — ବାଇଦ ବଜାଇବା ପାଇଁ ବ୍ଯବହୃତ କାଠି — A drum-stick
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — ବୀଣା, ବେହେଲା ଆଦି ବଜାଇବାର ଦଣ୍ଡ ବା ଛଡ଼ି; କମାଣି — Fiddle-stick
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — (+କର୍ତ୍ତୃ. ଅ) ମଙ୍ଗଳ ଗ୍ରହ — The planet Mars
- ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) — ଶନିଗ୍ରହ — The planet Saturn