କେରଳ Keraḻa
- ସଂ. ବି — ଭାରତର ଦକ୍ଷିଣ ପଶ୍ଚିମ ଉପକୂଳସ୍ଥ ମାଲବାର ପ୍ରଦେଶ — The modern Malabar coast in the southwest of India
- ସଂ. ବି — ଯାଯାବର ମ୍ଳେଛଜାତିବିଶେଷ; କେଳା — A tribe of wandering nomads
- ସଂ. ବି — କ୍ଷତ୍ରିୟଜାତିବିଶେଷ — A class of Kshatriyas
- ସଂ. ବି — କେରଳ ଦେଶର ରାଜା — A king of the Keraḻa country
- ସଂ. ବି — କେରଳ ଦେଶବାସୀ ବ୍ଯକ୍ତି — A man of the Keraḻa country
- ସଂ. ବି — ଆକ୍ରୀଡ଼ ରାଜାଙ୍କ ପୁତ୍ର ବିଶେଷ (ଏହାଙ୍କ ନାମରୁ କେରଳ ଦେଶର ନାମକରଣ ହୋଇଅଛି — M.W.) . Name of son of king Ākriṟḍ̠a
- ସଂ. ବିଣ — ମାଲାବାର ଦେଶବାସୀ — Inhabiting the Keraḻa country or Malabar