କେରା କେରା Kerā kerā

  • ଦେ. ଅ. (ଅନାଦରାର୍ଥ; ବହୁବଚନ) — ବହୁ କ୍ଷୁଦ୍ର କ୍ଷୁଦ୍ର ଗୁଚ୍ଛରେ — Done or separated into small bunches or wisps
  • ଦେ. ଅ. (ଅନାଦରାର୍ଥ; ବହୁବଚନ) — ଲମ୍ବଇ ମୁକୁତାର ଝରା, ସୁବର୍ଣ୍ଣ ପୁଷ୍ପ କେରାକେରା। ଜଗନ୍ନାଥ, ଭାଗବତ।